Download Now Banner

This browser does not support the video element.

ଝାରସୁଗୁଡା: ଝାରସୁଗୁଡା ସହରର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ଗଣେଷ ପୂଜା ମଣ୍ଡପ ବୁଲି ଦର୍ଶନ କଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

Jharsuguda, Jharsuguda | Aug 27, 2025
ଝାରସୁଗୁଡା ସହରର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ଗଣେଷ ପୂଜା ମଣ୍ଡପ ବୁଲି ଦର୍ଶନ କଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ତେବେ ଆଜି ସନ୍ଧ୍ୟା ସାଢ଼େ ସାତଟା ସମୟରେ ସୁନ୍ଦରଗଡ ରୁ ଫେରି ଝାରସୁଗୁଡା ଶହରର ବିଭିନ୍ନ ସ୍ଥାନର ପୂଜା ମଣ୍ଡପ ବୁଲି ବିଘ୍ନ ବିନାଶକ ପ୍ରଭୁ ଶ୍ରୀ ଗଣେଷଙ୍କ ଦର୍ଶନ ସହିତ ଆଶୀର୍ବାଦ କାମନା କରିଥିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରଶ ପୂଜାରୀ। ଏହା ସହିତ ବିଭିନ୍ନ ପୂଜା କମିଟି ପକ୍ଷରୁ ରାଜସ୍ୱ ମନ୍ତ୍ରୀ ଙ୍କୁ ସ୍ୱାଗତ କରାଯାଇଥିବା ବେଳେ ପୂଜା ମଣ୍ଡପରେ ଭଗବାନ ଶ୍ରୀ ଗଣେଷ ଙ୍କ ଦର୍ଶନ କରି କମିଟି ସଦସ୍ୟଙ୍କ
Read More News
T & CPrivacy PolicyContact Us