This browser does not support the video element.
ଜୟପୁର: ଫେରାର ଅଭିଯୁକ୍ତ କୁ ଟାଙ୍କୁଆ ପଞ୍ଚାୟତର ସିରିଗୁଡା ଗ୍ରାମରୁ ଗିରଫ କଲା ଜୟପୁର ସଦର ପୋଲିସ
Jeypore, Koraput | Sep 26, 2025
ଜଣେ ଫେରାର ଅଭିଯୁକ୍ତ କୁ ଗିରଫ କରିଛି ଜୟପୁର ସଦର ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ଟାଙ୍କୁଆ ପଞ୍ଚାୟତର ସିରିଗୁଡା ଗ୍ରାମର ଶିବ ଶଙ୍କର ପାଣିଗ୍ରାହୀ (୩୩) ସୁଚନା ଅନୁଯାଇ ଅଭିଯୁକ୍ତ ନାମରେ ଜୟପୁର ସଦର ଥାନାରେ ୨୦୧୭ ମସିହାରେ ଅପରାଧିକ ମାମଲା ରହିଥିଲା । ସେହି ଦିନ ଠାରୁ ସେ ମାନେ ଫେରାର ଥିବା ବେଳେ ଆଜି ଗିରଫ କରି ସଂନ୍ଧ୍ୟା 5ଟାରେ କୋର୍ଟ ଚାଲାଣ କରିଥିବା ବିଷୟ ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୁଚନା ଦେଇଛନ୍ତି ।