This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଚାନ୍ଦବାଲି ମେଡିକାଲ କୁ ସାଙ୍ଗରେ ରୋଗୀ ନେଇ ଆସି କାଓ ଟ୍ରାପ ରେ ନିଜେ ଫସି ରୋଗୀ ହୋଇଗଲେ
Bhadrak Rural, Bhadrak | Sep 4, 2025
ଭଦ୍ରକ ଜିଲ୍ଲା ଚାନ୍ଦବାଲି ମେଡିକାଲ କୁ ବିପିନ ଦାସ ନାମକ ଜଣେ ଯୁବକ ତାଙ୍କ ସାନ ଭାଇକୁ ଚିକିତ୍ସା ପାଇଁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇକି ଆସିଥିଲେ, ମାତ୍ର ମେଡିକାଲ ର ମୁଖ୍ୟ ଫାଟକ ନିକଟରେ ଲଗାଯାଇଥିବା କାଓ ଟ୍ରାପରେ ଫସିଗଲା ଗୋଡ଼ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଫସି ଯାଇଥିବା ସୂଚନା ମିଳିଛି। ଆଜି ଦିନ ୧୨ ଘଟିକା ସମୟରେ ଦେଖିବାକୁ ମିଳିଛି ଦୃଶ୍ୟ।