Download Now Banner

This browser does not support the video element.

ଢେଙ୍କାନାଳ ସଦର: ଗୋବିନ୍ଦପୁର ଫାଣ୍ଡିରେ ଗୀରଫ ୫୧ ଜଣ ଜମିହରା ପ୍ରଜା

Dhenkanal Sadar, Dhenkanal | Sep 8, 2025
ଆଜି ସକାଳୁ ସକାଳୁ ୫୧ଜଣ ପଲିଷ୍ଟରର ଜମିହରା ପ୍ରଦାଙ୍କୁ ପୋଲିସ ରିଲାଏନ୍ସ କମ୍ପାନୀ ସମ୍ମୁଖରୁ ଉଠାଇ ଆଣିଛି| ଧାରଣା ସମୟରେ ଉଠାଇ ଆଣି ଗୋବିନ୍ଦପୁର ଫାଣ୍ଡିରେ ରଖିଛନ୍ତି |ସେଠାରେ ଜଣେ ମହିଳା ଅସୁସ୍ଥ ହୋଇ ପଡ଼ିବାରୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି |ଗୋବିନ୍ଦପୁର ଫାଣ୍ଡିଠାରେ ଜମିହରା ପ୍ରଜାଙ୍କ ସଭାପତିଙ୍କ ସକାଳ ୧୦ଟାରେ କ୍ଷୋଭ ପ୍ରକାର |
Read More News
T & CPrivacy PolicyContact Us