Install App
basantabiridi1972
This browser does not support the video element.
ବିରିଡି: ଆଜି ରାତି ୯ଟାରେ ପୂରଣ ରଘୁନାଥ ଜୀଉ ଶ୍ରୀରାମ ନବମୀ ପୂଜାରେ ଯୋଗଦେଲେ ଓଡିଶା ମାନବାଧିକାର କମିଶନର ଙ୍କ ବରିଷ୍ଠ ସଭ୍ୟ ଅସୀମ ଅମିତାଭ ଦାସ
Biridi, Jagatsinghpur | Apr 18, 2024
ବିରିଡି ବ୍ଲକ ପୂରଣ ରଘୁନାଥ ଜୀୟୁ ଶ୍ରୀ ରାମ ପୂଜା କମିଟି ଆନୁକୂଲ୍ୟରେ ଆୟୋଜିତ ଶ୍ରୀରାମ ନବମୀ ପୂଜାରେ ଯୋଗଦେଇ ମାନବାଧିକାର କମିଶନର ଙ୍କ ବରିଷ୍ଠ ସଭ୍ୟ ଅସୀମ ଅମିତାଭ ଦାସ, ଓ ତାଙ୍କ ଧର୍ମପତ୍ନୀ ପୂଜାର୍ଚନା କରିଥିଲେ ତାଙ୍କ ସହିତ ଶିକ୍ଷାବିତ ଅରୁଣ କୁମାର ଦାସ ଯୁବସଂଗଠକ ଦେବୀପ୍ରସାଦ ତ୍ରିପାଠୀ, ତିର୍ତୋଲର ବିଧାୟକ ପ୍ରାର୍ଥୀ ରମାକାନ୍ତ ଭୋଇ, ଜିଲ୍ଲାପରିଷଦ ସଭ୍ୟ ଚନ୍ଦ୍ରଶେଖର ଦାଶ,ସରପଞ୍ଚ ଯୁଧିଷ୍ଠିର ବେହେରା, ପ୍ରବୋଧ ତ୍ରିପାଠୀ,ଓ ଅନ୍ୟମାନେ ସାମିଲ ହୋଇଥିଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!