This browser does not support the video element.
ବରଗଡ: ସାରଦା କମ୍ପ୍ଲେକ୍ସ ଠାରେ ଆକାଶ ବାଣୀ ଶ୍ରୋତା ସଂଘ ଆନୁକୂଲ୍ୟରେ ନୂଆଁଖାଇ ଜୁହାର କାର୍ଯ୍ୟକ୍ରମ ହେଲା ଅନୁଷ୍ଠିତ
Bargarh, Bargarh (Baragarh) | Aug 30, 2025
ଆକାଶ ବାଣୀ ଶ୍ରୋତା ସଂଘ ଆନୁକୂଲ୍ୟରେ ନୂଆଁଖାଇ ଜୁହାର କାର୍ଯ୍ୟକ୍ରମ ଶନିବାର ଅପରାହ୍ନ 3 ଘଣ୍ଟା ସମୟରେ ସ୍ଥାନୀୟ ସାରଦା କମ୍ପ୍ଲେକ୍ସ ପରିସରରେ ଅନୁଷ୍ଠିତ ହୋଇଯାଇଛି | ସଂଘର ସଭାପତି କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମକୁ ବରିଷ୍ଟ ସଦସ୍ୟ ସୁଦାମ ସାହୁ ସଂଯୋଜନା କରିଥିବା ବେଳେ ପ୍ରାରମ୍ଭରେ ପଦ୍ମଶ୍ରୀ ସ୍ବର୍ଗତ ବିନୋଦ ପଶାୟତ ଓ ବିଶିଷ୍ଟ ସାହିତ୍ୟ ସାଧକ ବିପିନ ଆଚାର୍ଯ୍ୟଙ୍କୁ ଶ୍ରୋତା ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା ।