Download Now Banner

This browser does not support the video element.

ଧର୍ମଗଡ: ଧର୍ମଗଡରେ ଏକ ବିରଳ ପ୍ରଜାତିର ଏଣ୍ଡୁଅ ଉଦ୍ଧାର

Dharamgarh, Kalahandi | Sep 4, 2025
ଧର୍ମଗଡ ରେ ଏକ ବିରଳ ପ୍ରକାର ଏଣ୍ଡୁଅ l ଗୁରୁବାର ସକାଳ ୯ ଟା ରେ ରାସ୍ତାରେ ଏକ ବିରଳ ପ୍ରକାର ଏଣ୍ଡୁଅ କିଛି ଲୋକ ଦେଖିଥିଲେ l ଏହି ଅଞ୍ଚଳ ରେ ଏଭଳି ଏଣ୍ଡୁଅ ଆଗରୁ ଦେଖି ନ ଥିବା ଯୋଗୁଁ ଏହା କୁ ଦେଖିବା ପାଈଁ ଲୋକଙ୍କ ଭିଡ଼ ଜମି ଥିଲା l ତେବେ ଧର୍ମଗଡ ବନ ବିଭାଗ ର ଜୀବ ଜନ୍ତୁ ଉଦ୍ଧାର କାରି ସ୍ୱାଧୀନ ଦଣ୍ଡସେନା ଙ୍କୁ ସ୍ଥାନୀୟ ଲୋକେ ଖବର ଦେବା ପରେ ସେ ଆସି ଏହି ବିରଳ ଏଣ୍ଡୁଅ କୁ ଉଦ୍ଧାର କରିଥିଲେ।
Read More News
T & CPrivacy PolicyContact Us