Download Now Banner

This browser does not support the video element.

ଲକ୍ଷ୍ମୀପୁର: ଡଙ୍ଗାପାଇ ଛକ ନିକଟରୁ କାକିରିଗୁମା ପୋଲିସ ଦ୍ୱାରା ଗଂଜେଇ ସହ ଗାଡ଼ି ଜବତ

Lakshmipur, Koraput | Sep 4, 2025
ଲକ୍ଷ୍ମୀପୁର ବ୍ଲକ କାକିରିଗୁମା ପୋଲିସ ଦ୍ୱାରା ବିପୁଳ ପରିମାଣର ଗଞ୍ଜେଇ ସହ ଏକ ବୋଲେରୋ ଓ ଏକ ଟ୍ରକ ଜବତ କରାଯାଇଥିବା ବେଳେ ଜଣକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା।ସିଏ ହେଲେ ମଧ୍ୟ ପ୍ରଦେଶ ର ରାଜଗଡ଼ ଜିଲ୍ଲା ମାକମପୁର ଗ୍ରାମର କାଳୁ ସିଙ୍ଗ।ଦାମନଯୋଡ଼ି ପାଖ ଡଙ୍ଗାପାଇ ଛକ ନିକଟରେ ଏକ ବୁଲେରୋ ଗାଡ଼ିରୁ ତେର ବସ୍ତା ଗଞ୍ଜେଇ ଓହ୍ଲାଇ ଅନ୍ୟ ଏକ ଟ୍ରକ ରେ ଲୋଡ଼ କରାଯାଉଥିବା ବେଳେ କାକିରିଗୁମା ପୋଲିସ ପହଞ୍ଚିଥିଲା। ପୋଲିସ କୁ ଦେଖି ମାଫିଆ ମାନେ ଦୌଡ଼ି ପଳାଇବା ସମୟରେ ଟ୍ରକ ଡ୍ରାଇଭର ଧରା ପଡିଥିଲା।
Read More News
T & CPrivacy PolicyContact Us