This browser does not support the video element.
ପଦ୍ମପୁର: ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ 15 ଦିନରେ ପହଞ୍ଚିଲା ଓଡ଼ିଶା ରାଜସ୍ବ ଅମଲା ସଂଘର ଧାରଣା
Padmapur, Bargarh (Baragarh) | Aug 25, 2025
ବରଗଡ ଜିଲ୍ଲା ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପନ୍ଦର ନମ୍ବର ଦିନରେ ପହଁଚିଛି ଓଡିଶା ରାଜସ୍ବ ଅମଲା ସଂଘର ଧାରଣା ।ବହୁ ପ୍ରତୀକ୍ଷିତ ୧୦ ଦଫା ଦାବୀ ପୁରଣ କରିବାରେ ରାଜ୍ୟ ସରକାର ଙ୍କ ସହ ଆଲୋଚନା ବିଫଳ ହେବା ପରେ ସଂଘର ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ପ୍ରକାରେ ୧୧ ଅଗଷ୍ଟରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ରାଜସ୍ବ ଅମଲାମାନେ ସାମୁହିକ ଛୁଟିରେ ରହିବା ପରିପେକ୍ଷିରେ ଆଜି ପନ୍ଦର ନମ୍ବର ଦିନରେ ପହଞ୍ଚିଛି ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ରାଜସ୍ବ ଅମଲା ସଂଘର ଧାରଣା।