Install App
suru6633
This browser does not support the video element.
କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ତହସିଲଦାର ରତନଲାଲ ମୁଣ୍ଡା ଭୁବନେଶ୍ୱର ର ଏକ ଘରୋଇ ଡାକ୍ତର ଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
Kantabanji, Balangir | Apr 11, 2024
ଆଜି କଣ୍ଟାବାଞ୍ଜି ତହସିଲଦାର ତଥା ବରିଷ୍ଠ ଓଏସ ଅଫିସର ରତନଲାଲ ମୁଣ୍ଡା ଙ୍କ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଶ୍ରୀ ମୁଣ୍ଡା କଣ୍ଟାବାଞ୍ଜି ତହସିଲଦାର ବର୍ତମାନ ସମୟରେ ଥିବା ବେଳେ ପୂର୍ବରୁ ତୁରେକେଲା ବ୍ଲକ ଉନ୍ନୟନ ଅଧିକାରୀ ମଧ୍ୟ ଥିଲେ। ତାଙ୍କ ବିୟୋଗରେ ଶୋକ ଦେଖିବାକୁ ମିଲିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!