Download Now Banner

This browser does not support the video element.

ଭଞ୍ଜନଗର: ରୁଢ଼ାପଦର ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କଲେ ବ୍ଲକ ଉପାଧ୍ୟକ୍ଷ

Bhanjanagar, Ganjam | Aug 24, 2025
ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ରୁଢାପଦର ଗ୍ରାମ ପଂଚାୟତ ର ବିଭିନ୍ନ ଗ୍ରାମ ପରିଦର୍ଶନ କରିଲେ ବ୍ଳକ ଉପାଧ୍ୟକ୍ଷ। ସେ ଆଜି ଦିନ 10 ଘଣ୍ଟ ସମୟରେ ରୁଢାପଦର ଗ୍ରାମ ରେ ପହଁଚି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ଗ୍ରାମ ର ବସବାସ କରୁଥିବା ଲୋକମାନଙ୍କ ଘରକୁ ଯାଇ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିବା ସହ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ସମସ୍ତ ଯୋଜନାରେ କିଭଳି ଭାବରେ ସାମିଲ ହୋଇପାରିବେ ସେ ନେଇ ଆଲୋକପାତ କରିଥିବା ଖବର ମିଳିଛି ।
Read More News
T & CPrivacy PolicyContact Us