This browser does not support the video element.
ନୟାଗଡ ସଦର: ନୟାଗଡ଼ ପଞ୍ଚାୟତ ସଭାଗୃହ ପରିସରରେ ପଣ୍ଡିତ ବିନାୟକ ମିଶ୍ରଙ୍କ 132ତମ ଜୟନ୍ତୀ ଓ ପୁସ୍ତକ ଉନ୍ମୋଚନ ଉତ୍ସବ ପାଳିତ
Nayagarh Sadar, Nayagarh | Aug 27, 2025
ସୂଚନା ଅନୁଯାୟୀ ଆଜି 4ଘଟିକା ସମୟ ରେ ନୟାଗଡ଼ ପଞ୍ଚାୟତ ନୂତନ ସଭାଗୃହ ରେ ଓଡିଶା ସାହିତ୍ୟ ଏକାଡେମୀ ଓ ତଥାସ୍ତୁ ନୟାଗଡ଼ ଙ୍କ ମିଳିତ ଆନୁକୂଲ୍ୟରେ ତଥା ସହଯୋଗ ରେ ପଣ୍ଡିତ ବିନାୟକ ମିଶ୍ର ଙ୍କ 132ତମ ଜୟନ୍ତୀ ଓ ପୁସ୍ତକ ଉନ୍ମୋଚନ ଉତ୍ସବ, ବକୃତା ମାଳା, କବିତା ଆବୃତ୍ତି, କବିତା ପାଠୋଶ୍ଚବ, ଆଲୋଚନା ଚକ୍ର, ସମ୍ବର୍ଦ୍ଧନା ପ୍ରଦାନ ଉତ୍ସବ ସଭାପତି ବସିରନ ବିବି ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଛି, ଏହି ଅବସର ରେ ମୁଖ୍ୟ ଅତିଥି ରୂପେନୟାଗଡ଼ ମାନ୍ୟବର ବିଧାୟକଡ଼ଃ, ଅରୁଣ କୁମାର ସାହୁ ଯୋଗ ଦେଇମହାନସାହିତ୍ୟିକ ଙ୍କ ଜୟନ୍ତୀ ସମାରୋହ ରେ ନିଜର ସାରସ୍ୱତ ବକ୍ତବ୍ୟ ପ୍ରଦାନ କରିଥିଲେ