This browser does not support the video element.
ସିମୁଳିଆ: କମାରସାହି ଛକ ନିକଟରେ ବେଆଇନ ଭାବେ ଯାଉଥିବା ଗୋରୁ ଙ୍କୁ ଉଦ୍ଧାର କରି ପୋଲିସ ଜିମା ଦେଲେ ଅଂଚଳବାସି,
Similia, Balasore | Sep 1, 2025
ଖଇରା ଥାନା ଅଧିନ କୁପାରୀ-ଶରତ ରାସ୍ତାର କମାରସାହି ନିକଟରେ ୨ଟି ପିକଅପରେ ବେଆଇନ ଭାବେ ୧୨ଟି ଷଣ୍ଢ ଏବଂ ବଳଦ ଚାଲାଣ ହେଉଥିବା ବେଳେ ସ୍ଥାନୀୟ ଲୋକେ ଗାଡି ୨ଟି ଗାଡି କୁ ଅଟକାଇ ଷଣ୍ଢଙ୍କୁ ଉଦ୍ଧାର କରିଛନ୍ତି l ପରେ ଖଇରା ପୋଲିସ ଖବର ପାଇ ଆଜି ସୋମବାର ଅପରାହ୍ନ 4 ଘଟିକା ସମୟରେ ଘଟଣା ସ୍ଥଳରେ ପହଁଚି ଗାଡ଼ି କୁ ଜବଦ କରିଥିଲେ l ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ୩ଜଣ ବ୍ୟକ୍ତି ଅଟକ ରଖି ଅଧିକ ତଦନ୍ତ କରୁଛି ପୋଲିସ l