Install App
qhour
This browser does not support the video element.
ଫୁଲବାଣୀ ସହର: ଫୁଲବାଣି ମେଗା ନର୍ସରୀ ଠାରେ "ଏକ ପେଡ୍ ମା କେ ନାମ଼ "2.0ସଚେତନ ରଥର ଶୁଭାରମ୍ଭ କରିଛନ୍ତି PCCF ସରେଷ ପନ୍ଥ
Phulabani Town, Kandhamal | Sep 7, 2025
ଫୁଲବାଣୀ ବନଖଣ୍ଡ ଅଞ୍ଚଳରେ ଖଜରୀପଡା ବ୍ଲକ ର ଗୁଦାରି, ପିରୁକୁଡି, ଆଲାମି ପଞ୍ଚାୟତ ଚାରା ବଣ୍ଟନ କାଯ୍ୟକ୍ରମ ଅନୁଷ୍ଠିତ, ଏହି ଚାରା ବଣ୍ଟନ କାଯ୍ୟକ୍ରମ ଟି ରବିବାର ଅପରାହ୍ନ 3ଘଣ୍ଟିକା ସମୟରେ ଅନୁଷ୍ଠିତ ହଇଯାଇଛି, ଏହି କାଯ୍ୟକ୍ରମ ମେଘା ନର୍ସରୀ ପରିସରରେ ଅନୁଷ୍ଠିତ ହଇଥିବା ବେଳେ ସରଜ କୁମାର ମିଶ୍ର, ମନାଲିସା ପଣ୍ଡା, ସହ ଫରେଷ୍ଟର ମାନେ ଉପସ୍ଥିତ ରହିଥିଲେ,
Share
Read More News
T & C
Privacy Policy
Contact Us
Your browser does not support JavaScript!