Download Now Banner

This browser does not support the video element.

ରାୟଗଡା: ରାୟଗଡ଼ା ଜିଲ୍ଲାରେ ଅଦ୍ବିକା ଯୋଜନାରେ କିଶୋର କିଶୋରୀମାନଙ୍କ ପାଇଁ ଏକ୍ସପୋଜର କାର୍ଯ୍ୟକ୍ରମ

Rayagada, Rayagada | Feb 12, 2025
ବୁଧବାର ଅପରାହ୍ନରେ ରାୟଗଡ଼ା ଜିଲ୍ଲାରେ ଅଦ୍ବିକା ଯୋଜନାରେ କିଶୋର କିଶୋରୀମାନଙ୍କ ପାଇଁ ସ୍ଵତନ୍ତ୍ର ଏକ୍ସପୋଜର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ନବୀନ ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟଓ୍ବାରୀ,ଡିଏସଡବ୍ଲୁଓ ର ପ୍ରତିମା ଦାଶ, ଆକ୍ସନ ଏଡର ଜିଲ୍ଲା ପରାମର୍ଶ ଦାତା ରତନେଶ୍ବର ସାହୁ, ଡିଏସଡବ୍ଲୁଓ ମିନତୀ ଦେଓ,ଡିସିପିଓ ବିଚିତ୍ରା ସେଠୀ,ସିଡିପିଓ ମୀନାକ୍ଷୀ ଦାଶ,ଏସଆରଏ ସୂର୍ଯ୍ୟ ନାରାୟଣ ନାୟକ ଉପସ୍ଥିତ ଥିଲେ। ବିଭିନ୍ନ ବ୍ଲକର ୪୫ ଜଣ କିଶୋର କିଶୋରୀ ଏଥିରେ ଅଂଶଗ୍ରହଣ କରିଥିଲେ।
Read More News
T & CPrivacy PolicyContact Us