Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ଓଡିଶା ଝୁମର ଏକାଡେମୀ ପକ୍ଷରୁ ଅମ୍ବିକା ହୋଟେଲ ର ମିଟିଂ ହଲ ଠାରେ ପ୍ରେସମିଟ ଅନୁଷ୍ଠିତ

Baripada M, Mayurbhanj | Sep 6, 2025
ଶନିବାର ଦିନ ପ୍ରାୟ ୧୧.୩୦ଟାରେ ବାରିପଦା ସ୍ଥିତ ଅମ୍ବିକା ହୋଟେଲ ର ମିଟିଂ ହଲ ଠାରେ ଓଡିଶା ଝୁମର ଏକାଡେମୀର ସଭାପତି ଅବନୀ ମହାନ୍ତ ଙ୍କ ସଭାପତିତ୍ବ ରେ ଝୁମର କର୍ମଶାଳା ର ସୂଚନା ନିମନ୍ତେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି |
Read More News
T & CPrivacy PolicyContact Us