Download Now Banner

This browser does not support the video element.

ବୀରମିତ୍ରପୁର: ପି.ଏମ.ଶ୍ରୀ ସରକାରୀ ଉଚ୍ଚ ମଧ୍ୟମିକ ବିଦ୍ୟାଳୟ,ଖୁଣ୍ଟଗାଁର ପରିସରରେ ମାଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କୃତ ଶିକ୍ଷୟିତ୍ରୀଙ୍କୁ ସମ୍ଭାର୍ଦ୍ଧନା

Biramitrapur, Sundargarh | Sep 8, 2025
ପବିତ୍ର ଗୁରୁଦିବସ ଅବସରରେ ଆୟୋଜିତ ଜିଲ୍ଲାସ୍ତରୀୟ ଗୁରୁଦିବସ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରହରେ ପି.ଏମ.ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ଖୁଣ୍ଟଗାଁର ପ୍ରତିଷ୍ଠିତ ଶିକ୍ଷୟିତ୍ରୀ ମଞ୍ଜୁ କୁମାରୀଙ୍କୁ ସଂସ୍କୃତିକ ଭବନ, ସୁନ୍ଦରଗଡ଼ରେ ସାମ୍ମାନୀତି କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ପ୍ରିନସିପାଲ ତନୁଜା ନନ୍ଦିନୀ ତନ୍ତୀଙ୍କ ଅଧକ୍ଷତରେ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା। ଶେଷରେ ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀଲେଖା ମହାନ୍ତ ଦନ୍ୟବାଦ ଦେଇଥିଲେ।
Read More News
T & CPrivacy PolicyContact Us