Download Now Banner

This browser does not support the video element.

ଜୁନାଗଡ: ଗୋଲାମୁଣ୍ଡା ବ୍ଲକ ର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ର ଚଢ଼ାଉ ଦୁଇ ଗିରଫ

Junagarh, Kalahandi | Sep 6, 2025
ଧର୍ମଗଡ଼ ଅବକାରୀ ବିଭାଗ ତରଫରୁ ଶନିବାର ସକାଳ ୧୧ ଟା ରେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଦଶପୁର ଓ ଧାମନପୁର ଗ୍ରାମରେ ଚଡାଉ କରାଯାଇଛି । ଏହି ଚଢ଼ାଉ ରେ ବେଆଇନ ବିଦେଶୀ ମଦ ବିକ୍ରି କରୁଥିବା ଦୁଇ ଜଣ ମଦ ବେପାରୀ କୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ଦୁଇ ଜଣ ହେଲେ ଦଶପୁର ଗ୍ରାମର ଅରୁଣ କୁମାର ସାହୁ ଓ ଧାମନପୁର ଗ୍ରାମର ବିଷ୍ଣୁ ପ୍ରସାଦ ସାହୁ । ଦୁଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି।
Read More News
T & CPrivacy PolicyContact Us