Install App
prashantakumar79
This browser does not support the video element.
ମାଲକାନଗିରି: କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ କୋଇଲିପାରୀ ଗ୍ରାମ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆମ ଓଡିଶା ପକ୍ଷ୍ୟରୁ ଭାଷାଜ୍ଞାନ ପରୀକ୍ଷା ଅନୁଷ୍ଠିତ
Malkangiri, Malkangiri | Sep 7, 2025
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ କୋଇଲିପାରୀ ଗ୍ରାମ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ଚିତ୍ରାଙ୍କନ, ଭାଷାଜ୍ଞାନ ଓ ହସ୍ତାକ୍ଷର ପ୍ରତିଯୋଗୀତା ଅନୁଷ୍ଠିତ କରାଯାଇଛି। କୋରୁକୋଣ୍ଡା ବ୍ଲକ ଆମ ଓଡ଼ିଶା ପ୍ରତିନିଧି କାମରାଜ ଜେନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠତି ଏହି ପରିକ୍ଷାରେ ପ୍ରାୟ ୧୨୭ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିବା ଜଣାପଡିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!