Download Now Banner

This browser does not support the video element.

ବଲାଙ୍ଗୀର: ମାୟା ବରହା ଗ୍ରାମରେ ପରିବାର ସମ୍ପର୍କୀୟ କହି ଘରେ ଆସି ରହି ତଣ୍ଟିକାଟି ଫେରାର ଯୁବକ

Balangir, Balangir | Aug 22, 2025
ପରିବାର ସମ୍ପର୍କୀୟ କହି ଘରେ ଆସି ରହି ତଣ୍ଟିକାଟି ଫେରାର ଯୁବକ। ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ମାୟାବରାହା ଗାଁ ରେ ଘଟିଛି ଏଭଳି ଘଟଣା। ମାୟା ବରାହ ଗାଁର ଜଣେ ନାବାଳିକା ଝିଅ ସହ ଘଟିଛି ଏଭଳି ଘଟଣା। ନାବାଳିକା ଙ୍କ ବେକକୁ ଧାରୁଆ ଅସ୍ତ୍ର ସାହାଯ୍ୟରେ କଟାଯାଇଥିବା ବେଳେ ତାଙ୍କୁ ପରିବାର ଲୋକ ବଲାଙ୍ଗୀର ଭୀମଭୋଇ ମେଡିକାଲ କୁ ତୁରନ୍ତ ଆଜି ସକାଳ ୬ଟା ୩୦ ମିନିଟ୍ ସମୟ ରେ ଆଣିଥିଲେ। ତାଙ୍କ ବେକରେ ଜୋର ଆଘାତ ଲାଗିଛି। ବେକରୁ ପ୍ରଚୁର ରକ୍ତ ବହୁଥିବା ପରିବାର ଲୋକ କହିଛନ୍ତି। ସେପଟେ ଝିଅର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।
Read More News
T & CPrivacy PolicyContact Us