Download Now Banner

This browser does not support the video element.

ଢେଙ୍କାନାଳ ସଦର: ତର୍କାବେଡା ଅଞ୍ଚଳ ରେଡ ଜୋନ, ବନ ବିଭାଗ ପକ୍ଷରୁ ସୂଚନା

Dhenkanal Sadar, Dhenkanal | Sep 13, 2025
ଢେଙ୍କାନାଳ ଜିଲ୍ଲା ଏକ ହାତୀ ପ୍ରବଣ ଜିଲ୍ଲା ଭାବେ ବେସ ପରିଚିତ। ହାତୀ ମଣିଷ ଲଢେଇ ଏଠି ନିତିଦିନିଆ ଘଟଣା। ବନ କର୍ମଚାରୀମାନେ ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ସଚେତନ କରୁଛନ୍ତି । ଦେଖନ୍ତୁ ଏହି ହାତୀ ପଲଟି ତର୍କାବେଡ଼ା ଅଞ୍ଚଳରେ ରହିଛନ୍ତି । ଯେଉଁ ଲୋକମାନେ କୁସୁରୁସିଂହା ଛକରୁ ତର୍କାବେଡା ଯାଉଛନ୍ତି ସେମାନ ସତର୍କତାର ସହିତ ଯିବା ପାଇଁ ଏକ ଭିଡିଓ ବାର୍ତା ମାଧ୍ୟମରେ ସଚେତନ କରିଛନ୍ତିା
Read More News
T & CPrivacy PolicyContact Us