Download Now Banner

This browser does not support the video element.

ମାଲକାନଗିରି: କପାତୁଟି, ପପଲୁର ଓ କୁର୍ମାନୁର ଆଦି ସ୍ଥାନ ଗସ୍ତ କରି ଅଞ୍ଚଳର ବିଭିନ୍ନ ସମସ୍ୟାର ସମୀକ୍ଷା ଓ ବୈଠକ କଲେ ବିଧାୟକ ମଙ୍ଗୁ ଖିଲ

Malkangiri, Malkangiri | Sep 10, 2025
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ କପାତୁଟି, ପପଲୁର ଆଦି ପଞ୍ଚାୟତ ଗସ୍ତ ସହ କୁର୍ମାନୁରରେ ଏକ ବୈଠକ କରି ସେହି ଅଞ୍ଚଳର ସରକାରୀ କର୍ମଚାରୀ , ପଞ୍ଚାୟତବାସି ଓ ଅନେକ ଦଳୀୟ କର୍ମୀ ଙ୍କ ସହିତ ସେଇ ଅଞ୍ଚଳ ର ମୌଳିକ ସମସ୍ୟା ଶିକ୍ଷା , ସ୍ୱାସ୍ଥ୍ୟ, ଗମନା ଗମନ, ଜଳସେଚନ ଉପରେ ଆଲଚନା କରିଥିଲେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ।
Read More News
T & CPrivacy PolicyContact Us