Download Now Banner

This browser does not support the video element.

ବଡଚଣା: ଯାଜପୁର ଥାନା ନିକଟରୁ ବେଟେରି ଦୋକାନରୁ ଚୋରି ହୋଇଥିବା ଅଭିଯୋଗ l

Badachana, Jajpur | Jun 6, 2025
ଯାଜପୁର ଥାନା ଅଞ୍ଚଳରେ ବଢିଚାଲିଛି ଲୁଟେରାଙ୍କ ଉପଦ୍ରବ । ଯାଜପୁର ଥାନା ଅଞ୍ଚଳରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଘଟଣା । କେଉଁଠି ସିରିଜ ଚୋରୀ ତ ଆଉ କେଉଁଠି ମନ୍ଦିର ଲୁଟ । ରାଧିଅଧିଆ ଘରେ ପଶି କଳାକନା ବୁଲାଇ ଦେଉଛନ୍ତି ଏହି ଲୁଟେରା ଦଳ । ଥାନା ଠାରୁ ୧୦୦ ମିଟର ଦୂର ରେ ଗତ ୧୫ ଦିନ ତଳେ ଦୁଇଟି ଦୋକାନ ରୁ ଲୁଟ ହୋଇଥିବା ଗତକାଲି ରାତି ରେ ପୁଣି ସେଇ ପାଖ ଦୋକାନ ରେ କଳାକନା ବୁଲେଇଛନ୍ତି ଲେଟେରା। ସେପଟେ ସିସିଟିଭି ଫୁଟେଜ ପୋଲିସର ହସ୍ତଗତ ହେଉଥିଲେ ମଧ୍ୟ ଚୋର କୁ ଧରିବାରେ ବିଫଳ ହେଉଛି ପୋଲିସ । ଯାଜପୁର ଥାନା ଠାରୁ ଅନତି ଦୂରରେ ଥିବା ରମେଶ ବେହେରାଙ୍କ ବ୍ୟାଟେରୀ ଦୋକା
Read More News
T & CPrivacy PolicyContact Us