Download Now Banner

This browser does not support the video element.

ସୁକିନ୍ଦା: ଜଗନ୍ନାଥ ସାହି ଗଳି ରାସ୍ତାରେ ଯୁବକଙ୍କ ହାତରୁ ମୋବାଇଲ ଛଡାଇ ନେଲେ ଲୁଟେରା

Sukinda, Jajpur | Sep 8, 2025
ସୁକିନ୍ଦାଗଡ ବାସିନ୍ଦା ବିଶ୍ୱଜିତ ମହାଳିକ ଜଗନ୍ନାଥ ସାହି ଗଳି ରାସ୍ତା ଦେଇ ମୋବାଇଲ ଫ୍ଲାସ ଲାଇଟ୍ ଲଗାଇ ରବିବାର ରାତିରେ ନିଜ ବାସ ଗୃହକୁ ଫେରୁଥିବା ବେଳେ ଅଜଣା ଲୁଟେରା ଯୁବକ ବାଇକରେ ଆସି ତାଙ୍କ ହାତରୁ ମୋବାଇଲ ଛଡ଼ାଇ ନେଇ ଖସି ପଳାଇଥିଲେ । ଏନେଇ ବିଶ୍ୱଜିତ ମହାଳିକ ରବିବାର ରାତିରେ ସୁକିନ୍ଦା ଥାନା ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ । ସୁକିନ୍ଦା ପୋଲିସ ଲିଖିତ ଅଭିଯୋଗ ପାଇ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।
Read More News
T & CPrivacy PolicyContact Us