Download Now Banner

This browser does not support the video element.

ଅତାବିରା: ସୁକୁଟାପାଲି ଦେବାହାଲ ମଝି ପେଟ୍ରୋଲ ପମ୍ପରେ ପାଣିଟାଂକି ଗାଡିକୁ ଧକ୍କାଦେଲା ଟ୍ରକ,ଅଳ୍ପକେ ବର୍ତ୍ତିଲେ ଟ୍ରକ ଡ୍ରାଇଭର

Attabira, Bargarh (Baragarh) | Sep 9, 2025
ଆଜି ମଂଗଲବାର ଅପରାହ୍ନ ୨ଟାରେ ଅତାବିରା ଥାନା ଅଧିନ ଦେବାହାଲ ସୁକୁଟାପାଲି ପେଟ୍ରୋଲ ପମ୍ପରେ ଗୋଟିଏ ପାଣି ଟାଂକି ଗାଡିକୁ ପଛପଟେ ଧକ୍କା ଦେଇଥିଲା |ସୌଭାଗ୍ୟ ବଶତଃ ଟ୍ରକ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି |
Read More News
T & CPrivacy PolicyContact Us