Download Now Banner

This browser does not support the video element.

ସୋନପୁର: ବାଙ୍କୀପାଲି ଛକରୁ 35 ଲିଟର ରନ୍ଧା ଦେଶି ମଦ ଶହ ଜଣେ ଅଭିଯୁକ୍ତ ଗିରଫ, ରାମପୁର ଥାନାରେ ମାମଲା ରୁଜୁ

Sonapur, Subarnapur (Sonepur) | Sep 11, 2025
ସୂଚନା ଅନୁସାରେ ଗତକାଲି ରାତିରେ ରାମପୁର ପୋଲିସ ପାଟ୍ରୋଲିଙ୍ଗ କରୁଥିବା ସମୟରେ ବାଙ୍କୀପାଲି ଛକରୁ 35 ଲିଟର ରନ୍ଧା ଦେଶି ମଦ ଶହ ଜଣେ ଅଭିଯୁକ୍ତକୁ ଗୁରଫ କରିଥିବା ବେଳେ ଏନେଇ ଏକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି l
Read More News
T & CPrivacy PolicyContact Us