Download Now Banner

This browser does not support the video element.

ସୋନପୁର: ତରଭା ଥାନା ଅନ୍ତର୍ଗତ ବାଦିଯୋର ଅଞ୍ଚଳରେ ଅବକାରୀ ଚଢ଼ାଉ, ବିପୁଳ ପରିମାଣରେ ମଦ ସହ ମହୁଲପୋଚ ନଷ୍ଟ

Sonapur, Subarnapur (Sonepur) | Aug 24, 2025
ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ବାଦିଯୋର ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ ବିପୁଳ ପରିମାଣରେ ମଦ ସହ ମହୁଲପୋଚ ନଷ୍ଟ।ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରବିର ସାମିଲ ଙ୍କ ନିର୍ଦ୍ଦେଶ କ୍ରମେ ସଦ ଅବକାରୀ ବିଭାଗର ମୋବାଇଲ ଟିମ୍ ଆଜି ସକାଳ ୧୦ ଟା ବେଳେ ଚଢ଼ି କରି ଘଟଣା ସ୍ଥଳରୁ ୧୧୦ ଲିଟର ମଦ କୁ ନଷ୍ଟ କରିଥିବା ବେଳେ ପ୍ରାୟ ୮୦୦ ଲିଟର ମହୁଲ ପୋଚକୁ ନଷ୍ଟ କରିଛନ୍ତି ଏହି ଅବକାରୀ ଟିମ୍।ଏନେଇ ଅବକାରୀ ଥାନାରେ ଆଜି ଏକ ଅନକ୍ଲେମ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଯାରି ରଖିଛି ଅବକାରୀ ବିଭାଗ।
Read More News
T & CPrivacy PolicyContact Us