This browser does not support the video element.
ଅତାବିରା: ଲରମ୍ଭା କଲେଜ ପାଚେରୀ ବାହାରେ ବିରାଟ ଅଜଗର ସାପ ଉଦ୍ଦାର
Attabira, Bargarh (Baragarh) | Sep 1, 2025
ଆଜି ସୋମବାର ରାତି ୮ଟା ସମୟରେ ଅତାବିରା ବ୍ଲକ ଅଧିନ ଲରମ୍ଭା କଲେଜ ମୁଖ୍ୟ ଗେଟ ପାଖ ପାଚେରୀ ବାହାରେ ଏକ ବିରାଟ ଅଜଗର ସାପକୁ ସାପ ଧରାଲି ସନ୍ତୋଷ ସେଟ ଉଦ୍ଦାର କରିଥିବା ସୂଚନା ମିଳିଛି |