Download Now Banner

This browser does not support the video element.

ଖୋର୍ଦ୍ଧା: ଟାଙ୍ଗୀ ରତ୍ନମାଳି ମନ୍ଦିରରେ ଟାଙ୍ଗୀକୁ ଏନଏସି ଦାବିରେ ଏକଜୁଟ ହେଲେ ଅଞ୍ଚଳବାସୀ

Khordha, Khordha | Aug 23, 2025
ଆଜି ଟାଙ୍ଗୀ ବିଜେଡି ପକ୍ଷରୁ ରତ୍ନମାଳୀ ମନ୍ଦିର ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକ ରେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ରଟାଙ୍ଗୀ ଅଂଚଳ ର ବହୂ ବିଜେଡି ନେତା କର୍ମୀ ଯୋଗଦେଇ ରାଜ୍ୟ ସରକାର ଯେଭଳି ପାତର ଅନ୍ତର ନୀତି ଟାଙ୍ଗିବାସୀଙ୍କ ପ୍ରତି ଆପଣେଇ ଛନ୍ତି ତାହାକୁ ନେଇ ସମସ୍ତେ ଉଦବେଗ ପ୍ରକାଶ କରିଛନ୍ତି ।ବିଜେଡି ପକ୍ଷରୁ ଆସନ୍ତା ୨୫ ତାରିଖ ସୋମବାର ଦିନ ଟାଙ୍ଗୀ କୁ NAC ଘୋଷଣା କରିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଟାଙ୍ଗୀ BDO ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବ ।
Read More News
T & CPrivacy PolicyContact Us