Download Now Banner

This browser does not support the video element.

କଟକ ପୌରାଞ୍ଚଳ: ଯୋବ୍ରା ତତ୍ତ୍ଵ ବଟ ଅଞ୍ଚଳରୁ ୨ ବ୍ରାଉନସୁଗର୍ ବେପାରୀଙ୍କୁ ଶନିବାର ଗିରଫ କଲା ମାଲଗୋଦାମ ଥାନା ପୋଲିସ

Cuttack M Corp PS, Cuttack | Sep 6, 2025
ଯୋବ୍ରା ତତ୍ତ୍ଵ ବଟ ଅଞ୍ଚଳରେ ଚାଲିଥିଲା ବ୍ରାଉନ ସୁଗର କାରବାର , ଏ ନେଇ ସୂଚନା ପାଇବା ପରେ ଶନିବାର ସନ୍ଧ୍ୟା ୬ଟାରେ ଚଢ଼ାଉ କରି ୨ ଅଭିଯୁକ୍ତ କୁ ଗିରଫ କରିଛି ମାଲଗୋଦାମ ଥାନା ପୋଲିସ, ସେମାନଙ୍କ ନିକଟରୁ ୩୨ ଗ୍ରାମ ବ୍ରାଉନ ସୁଗର୍ ଜବତ ହୋଇଛି।
Read More News
T & CPrivacy PolicyContact Us