This browser does not support the video element.
ପୋଡିଆ: ମାଟେରୁରେ କାଲିମେଳା କେନ୍ଦୁପତ୍ର ବନାଞ୍ଚଳ ଓ ପଡିଆ ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ର ମିଳିତ ଆନୁକୂଲ୍ୟରେ ମାଗଣା ସ୍ଵାସ୍ତ୍ୟ ଶିବିର ଅନୁଷ୍ଠିତ
Podia, Malkangiri | Aug 23, 2025
କାଲିମେଳା କେନ୍ଦୁପତ୍ର ବନାଞ୍ଚଳ ଓ ପଡିଆ ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ର ମିଳିତ ଆନୁକୂଲ୍ୟରେ ମାଟେରୁ ପଞ୍ଚାୟତ ପରିସର ମଧ୍ୟରେ ମାଗଣା ସ୍ଵାସ୍ତ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି,ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଲକ୍ଷ୍ମଣ ମାଡ଼କାମୀ ଯୋଗ ଦେଇଥିଲେ l ପଡିଆ ସେକ୍ଟର ର ଶତାଧିକ କେନ୍ଦୁ ପତ୍ର ତୋଳାଳୀ ଙ୍କ ସ୍ଵାସ୍ତ୍ୟ ପରୀକ୍ଷା ସହ ରକ୍ତ ନମୁନା ପରୀକ୍ଷା ସହ ମାଗଣା ଔଷଧ ବିତରଣ କରା ଯାଇଥିଲା, କେନ୍ଦୁ ପତ୍ର ତୋଳାଳୀ ଙ୍କ ସମେତ ସ୍ଥାନୀୟ ଅଞ୍ଚଳ ର ଲୋକ ମାନଙ୍କୁ ସ୍ଵାସ୍ତ୍ୟ ପରୀକ୍ଷା ସହ ଔଷଧ ବିତରଣ କରା ଯାଇଥିଲା, ଡାକ୍ତର ବିଭୁତି ଭୂଷଣ ପlଢ଼ି ଯୋଗ ଦେଇ ଥିଲେ।