Download Now Banner

This browser does not support the video element.

ନୂଆପଡା: କୋଦୋମେରି ନିକଟରେ ବାଇକ୍ ସହ ବାଇକ୍ ଧକା ଦୁଇଜଣ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

Nuapada, Nuapada | Aug 31, 2025
ଆଜି ସନ୍ଧ୍ୟା ସାଢେ ସାତଟା ସମୟରେ ନୂଆପଡ଼ା ଜିଲ୍ଲା ସଦର ବ୍ଲକ କୋଦୋମେରି ନିକଟରେ ଦୁଇଟି ବାଇକ୍ ପରସ୍ପର ଧକା ହେବାରୁ ଦୁଇଜଣ ଗୁରୁତର ଆହତ ହୋଇଥିଲେ ସେଠାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ଉଭୟ ଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
Read More News
T & CPrivacy PolicyContact Us