Download Now Banner

This browser does not support the video element.

ବେଗୁନିଆ: କେନ୍ଦୁପଲ୍ଲୀସ୍ଥିତ କଲ୍ୟାଣ ମଣ୍ଡପ ଠାରେ ବେଗୁନିଆ ଠିକାଦାର ସଂଘ ବୈଠକ

Begunia, Khordha | Aug 24, 2025
ଖୋରଧା ଜିଲ୍ଲା ବେଗୁନିଆ ବ୍ଲକ୍ କେନ୍ଦୁପଲ୍ଲୀସ୍ଥିତ କଲ୍ୟାଣ ମଣ୍ଡପ ଠାରେ ବେଗୁନିଆ ଠିକାଦାର ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଦିବଂଗତ ଠିକାଦାର ପବିତ୍ର ସୁନ୍ଦରାୟ ଙ୍କ ଉଦ୍ଦେଶ୍ୟରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଠିକାଦାରମାନେ ଜିଲ୍ଲାରେ ଠିକାଦାର ଙ୍କ ଦୂରାବସ୍ଥା ସମ୍ପର୍କରେ ସବିସ୍ତୃତ ଆଲୋଚନା କରିଥିଲେ । ବିଶେଷ କରି କାମରେ ୧୪.୯୯ ପ୍ରତିଶତ କମ୍‌ରେ କାମକୁ ସମସ୍ତେ ବିରୋଧ କରିଥିଲେ । ସର୍ବସମ୍ମତି କ୍ରମେ ନିଷ୍ପଭି ହେଲା, ୧୪.୯୯ ପ୍ରତିଶତ କମରେ କେହି କାମ କରିବେନି। ଯଦି ବା କାମ କରନ୍ତି ତା’ହେଲେ ତାହାର ତୀବ୍ର ବିରୋଧ କରାଯିବ।
Read More News
T & CPrivacy PolicyContact Us