Download Now Banner

This browser does not support the video element.

ବଲାଙ୍ଗୀର: ବରପାଲି ପଡାରେ ନିଶା ନିବାରଣ ସଚେତନା କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ଲିକା ସାହୁଙ୍କ ପ୍ରତିକ୍ରିୟା

Balangir, Balangir | Sep 2, 2025
ବଲାଙ୍ଗୀର, ୨ ସେପ୍ଟେମ୍ବର – ବରପାଲି ପଡାରେ ଆୟୋଜିତ ନିଶା ନିବାରଣ ସଚେତନା କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ଲିକା ସାହୁ ପ୍ରତିକ୍ରିୟା ରଖିଥିଲେ । ସେ କହିଲେ— ନିଶା ସମାଜକୁ ନଷ୍ଟ କରୁଥିବା ବଡ଼ ସମସ୍ୟା, ଯୁବ ପିଢ଼ୀଙ୍କୁ ଏଥିରୁ ଦୂରେଇବା ପାଇଁ ସମାଜର ସମୁହିକ ଚେଷ୍ଟା ଦରକାର । କାର୍ଯ୍ୟକ୍ରମରେ ସ୍ଥାନୀୟ ସଚେତନ ସଙ୍ଘ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ ସକ୍ରିୟ ଅଂଶଗ୍ରହଣ ଦେଖାଗଲା ।
Read More News
T & CPrivacy PolicyContact Us