This browser does not support the video element.
ହିନ୍ଦୋଳ: କଙ୍କାଳୁ ଗ୍ରାମ ନିକଟ ଯୋରରେ ହାତୀପଲଙ୍କ ଜଳକ୍ରିଡା
Hindol, Dhenkanal | Sep 25, 2025
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଂଜ ଅଞ୍ଚଳଟି ଏକ ହାତୀ ପ୍ରବଣ ଅଞ୍ଚଳ ଭାବେ ଗଣତି ହେଉଛି। ଏଠି ହାତୀ ମଣିଷଙ୍କୁ ନେଇ ପ୍ରତ୍ୟେକ ଦିନ କିଛି ନା କିଛି ଘଟଣା ଅଘଟଣର ଖବର ସାମ୍ନାକୁ ଆସେ । ହିନ୍ଦୋଳ ରେଂଜ କଙ୍କାଳୁ ଗ୍ରାମ ନିକଟରେ ଥିବା ଏହି ଯୋରରେ ହାତୀପଲଙ୍କ ଜଳକ୍ରିଡା ଆଜି ସକାଳ ୧୦ଟା ବେଳେ ଦେଖିବାକୁ ମିଳୁଛି ।