Download Now Banner

This browser does not support the video element.

ଆଠମଲ୍ଲିକ: ଜଏ ରାଟ ପଞ୍ଚାୟତ ରେ ଜଣ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଜଏ ରାଟ ପଞ୍ଚାୟତ ସଭା ଗୃହ ପରିସରରେ ସୋମବାର ଦିନ

Athmallik, Angul | Sep 8, 2025
ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଏହି ଶୁଣାଣୀ କାର୍ଯ୍ୟକ୍ରମ ସକାଳ 10 ଟା ରୁ ଆରମ୍ଭ ହୋଇ ଅପରାହ୍ନ 2 ଟା ରେ ସମାପ୍ତ ହୋଇ ଥିଲା lଏଥିରେ କିଶୋରନଗର ବିଡ଼ିଓ ସୁବ୍ରତ କୁମାର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କିପରି ସମସ୍ତ ସମସ୍ୟା ଗୁଡିକ ଶୀଘ୍ର ସମାଧାନ ହେବ ସେ ନେଇ ଆଲୋଚନା କରିବା ସହ 60 ଟି ଅଭିଯୋଗ ଶୁଣାଣି କରି ଶୀଘ୍ର ସମସ୍ୟା ଗୁଡିକ ସମାଧାନ କରିବା ପାଇ ନିର୍ଦେଶ ଦେଇଥିଲେ l ଅନ୍ୟ ମାନ ଙ୍କ ମଧ୍ୟରେ ଯୋଗାଣ
Read More News
T & CPrivacy PolicyContact Us