Download Now Banner

This browser does not support the video element.

ରାଇରଙ୍ଗପୁର ସହର: ଅବକାରୀ ବିଭାଗ ପକ୍ଷରୁ ତେଣ୍ଟପୋଷି ଗ୍ରାମରେ ଚଢାଉ,ବିପୁଳ ପରିମାଣର ମହୁଲ ପୋଚ ଜବଦ

Rairangpur Town, Mayurbhanj | Jun 6, 2025
ବିଶେଷ ସୂତ୍ର ରୁ ଖବର ପାଇ ରାଇରଙ୍ଗପୁର ଅବକାରୀ ବିଭାଗ ର ଅଧିକାରୀ ତେଣ୍ଟପୋଷି ଗ୍ରାମରେ ଦିବା 9 ଘଟିକା ସମୟରେ ଚଢାଉ କରି ଘଟଣା ସ୍ଥଳରୁ 220 ଲିଟର ଦେଶୀ ରନ୍ଧା ମଦ ,5600ଲିଟର ମହୁଲ ପୋଚ ଜବଡା କରି ସେହି ସ୍ଥାନରେ ନଷ୍ଟ କରାଯାଇଥିଲା।ନଷ୍ଟ କରାଯାଇଥିବା ମଦ ର ଆନୁମାନିକ ମୂଲ୍ୟ ପ୍ରାୟ 3 ଲକ୍ଷ୍ୟ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
Read More News
T & CPrivacy PolicyContact Us