Download Now Banner

This browser does not support the video element.

ପଦ୍ମପୁର: ପଦ୍ମପୁର ସହର ଜେନିଥ ଲିଓରେ ନୂଆଁଖାଇ ହାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

Padmapur, Bargarh (Baragarh) | Aug 23, 2025
ଆଉ ଦିନ କେଇଟା ପରେ ପଶ୍ଚିମ ଓଡିଶା ର ମହାନ ଗଣପର୍ବ ନୂଆଖାଇ। ଏହାକୁ ନେଇ ପଦ୍ମପୁର ସହର ଜେନିଥ ଲୀଓ ଠାରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କୁ ନେଇ ନୂଆଖାଇ ହାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସକାଳ 8ଟା 30 ମିନିଟ ସମୟ ପାଖା ପାଖି ରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ। ଆଜିର ଏହି ନୂଆଖାଇ ହାଟ କାର୍ଯ୍ୟକ୍ରମ ରେ 135 ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।
Read More News
T & CPrivacy PolicyContact Us