This browser does not support the video element.
ବସ୍ତା: ବାଲିଆପାଳ ବ୍ଲକ ରେ କାର୍ଯ୍ଯରତ ଯୋଗାଣ ଅଧିକାରୀ ଅମ୍ବିକା ପ୍ରସାଦ ରଥ ଏବଂ ଜନୈକ ହିତାଧିକାରୀଙ୍କ ମଧ୍ଯ ରେ ଯୁକ୍ତିତର୍କର ଭିଡିଓ ଆଜି ଭାଇରଲ
Basta, Balasore | Sep 10, 2025
ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ରେ କାର୍ଯ୍ଯରତ ଯୋଗାଣ ଅଧିକାରୀ ଅମ୍ବିକା ପ୍ରସାଦ ରଥ ଏବଂ ଜନୈକ ହିତାଧିକାରୀ ଙ୍କ ମଧ୍ଯ ରେ ଯୁକ୍ତିତର୍କ ର ଭିଡିଓ ଆଜି ସୋସିଆଲ ମିଡିଆ ରେ ଭାଇରାଲ ହେବା ରେ ଲାଗିଛି, ଜନୈକ ହିତାଧିକାରୀ ଯୋଗାଣ ନିରୀକ୍ଷକ ଙ୍କୁ ଅଶ୍ଳୀଳ ଭାଷା ରେ ଗାଳି ଗୁଲଜ କରୁଥିବା ବେଳେ ଯୋଗାଣ ଅଧିକାରୀ ମଧ୍ଯ ଉକ୍ତ ଯୁବକ ଙ୍କୁ ଜୋର ରେ ଗାଳି ଗୁଲଜ କରୁଥିବା ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି,ତେବେ ଏନେଇ ଯୋଗାଣ ଅଧିକାରୀ ଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ l ତେବେ ଏନେଇ ଆଜି ଅପରାହ୍ନ 4 ଟା ସମୟରେ ଜଣାଯାଇଛି