This browser does not support the video element.
ପାରଳାଖେମୁଣ୍ଡି: ବୁଡିଶିଳ ଘାଟିରେ ଗୋ ଚାଲାଣ ରୋକିଲେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା
Paralakhemundi, Gajapati | Aug 15, 2024
ବୁଡିଶିଳ ଘାଟିରେ ଗୋ ଚାଲାଣ ରୋକିଲେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା। ପରିବହନ ମନ୍ତ୍ରୀଙ୍କ ଗଜପତି ଜିଲ୍ଲା ଗସ୍ତ ସମୟରେ ରାସ୍ତା ରେ ଶତାଧିକ ଗୋରୁ ଗାଇ ଙ୍କୁ ଚଲାଇ ଚଲାଇ ଚାଲାଣ କରାଯାଉଥିବା ବେଳେ ହଠାତ୍ ଦେଖି ଗାଡିରୁ ଓଲ୍ଲାଇ ପଡ଼ିଥିଲେ ମନ୍ତ୍ରୀ । ଏବଂ ଜିଲ୍ଲା ପ୍ରଶାସନ କୁ ଗୋଚାଲାଣ ରୋକିବାକୁ ନିର୍ଦ୍ଧେଶ ଦେଇଛନ୍ତି ମାନ୍ୟବର ମନ୍ତ୍ରୀ। ବାଣିଜ୍ୟ, ପରିବହନ , ଇସ୍ପାତ ଓ ଖଣି ବିଭାଗର ମନ୍ତ୍ରୀ ବିଭୁତି ଭୂଷଣ ଜେନା ଆଜି ଗଜପତି ଜିଲା ସ୍ଥରୀୟ ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମ ରେ ଯୋଗଦେଇ ମୋହନା ଅଭିମୁଖେ ଯାଉଥିଲେ । ଦିନ ୨ ଘଣ୍ଟ ସମୟରେ ଆର. ଉଦୟଗିରି ଥାନା ବୁଡ଼ି