This browser does not support the video element.
ବୌଦ୍ଧ ସଦର: ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ତୁକୁଲୁଣ୍ଡା ରେ ପଞ୍ଚସଖା ଶିକ୍ଷାସେତୁ କମିଟି ଗଠନ
Baudh Sadar, Boudh (Bauda) | Sep 10, 2025
ଆଜି ଅପରାନ୍ହ ୫ଟା ମୟରେ ହରଭଙ୍ଗାବ୍ଲକ କରଞ୍ଜକଟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତୁକୁଲୁଣ୍ଡା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ନୂତନ ଭାବେ ପଞ୍ଚସଖା ଶିକ୍ଷାସେତୁ କମିଟି ଗଠନ ହୋଇଯାଇଛି..ଉପସ୍ଥିତ ପୂର୍ବତନ ଛାତ୍ରଛାତ୍ରୀ,ଶିକ୍ଷକ ଶିକ୍ଷୟତ୍ରୀ,ଅଭିଭାବକ,ପଂଚାୟତ ରାଜ ପ୍ରତିନିଧି,ସ୍ବେଚ୍ଛାସେବୀ,ସମାଜସେବୀମାନଙ୍କ ମଧ୍ୟରୁ ସର୍ବ ସମ୍ମତିକ୍ରମେ ଶ୍ରୀ ପ୍ରତାପ କିଶୋର ନାୟକ ସଭାପତି ଓ ଶ୍ରୀ ସଞ୍ଜୟ କୁମାର ନାୟକ ଉପସଭାପତି ସହିତ କୋଡି ୨୦ଜଣ ଆଲୁମିନି କମିଟି ଗଠନ କରାଯାଇଥିଲା