Download Now Banner

This browser does not support the video element.

ଡାବୁଗାଁ: ଡାବୁଗାଁ ଅଂଚଳରେ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତ ବ୍ୟସ୍ତ,ଦୁକାନରେ ବର୍ଷା ପାଣି ପଶି ଜିନିଷ ପାତ୍ର ନଷ୍ଟ

Dabugan, Nabarangpur | Sep 24, 2025
ଡାବୁଗାଁ ଅଂଚଳରେ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତ ବ୍ୟସ୍ତ,ଦୁକାନରେ ବର୍ଷା ପାଣି ପଶି ଜିନିଷ ପାତ୍ର ନଷ୍ଟ। ସୂଚନାଯୋଗ୍ୟ :-ଆଜି ଅପରାହ୍ନ 5.30ଘଣ୍ଟା ସମୟରେ ବର୍ଷା ଯୋଗୁଁ ସ୍ଥାନୀୟ ଅଂଚଳର ବିଭିନ୍ନ ଦୁକାନରେ ପାଣି ପଶି ଜିନିଷ ପାତ୍ର ନଷ୍ଟ ହୋଇ ଯାଇଛି। ଏହି ଲଘୁଚାପ ଜନିତ ବର୍ଷା ଯୋଗୁଁ ଡାବୁଗାଁ ଅଂଚଳରେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇ ପଡିଛି। ବୁଜୁଳି ଘଡଘଡି ପ୍ରଭାବରେ ବିଦୂତସେବା ମଧ୍ୟ୍ୟ ନାହିଁ। ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି
Read More News
T & CPrivacy PolicyContact Us