Install App
bramhananda.bls
This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ଭସାଣି ଶୋଭାଯାତ୍ରା ବେଳେ ମିର୍ଜା ପୋଖରୀ ଓ ଚିକିତ୍ସାଳୟ ଠାରେ ଗୋଷ୍ଠୀ ସଂଘର୍ଷ,ଦୁଇଭାଇ ଗୁରୁତର,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
Baleshwar M, Balasore | Oct 4, 2025
ବିଳମ୍ବିତ ରାତି ପର୍ଯ୍ୟନ୍ତ ମା ଦୂର୍ଗାଙ୍କ ଭସାଣି ଶୋଭାଯାତ୍ରା ଚାଲିଥିବା ବେଳେ ଟାଉନ ଥାନା ମିର୍ଜା ପୋଖରୀ ଠାରେ କୌଣସି କଥାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ,ଏଥିରେ ଦୁଇ ଭାଇ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଚିକିତ୍ସା ପାଇଁ ଆଜି ରାତି ୩ ଟାରେ ଆସିଥିଲେ। ଚିକିତ୍ସାଳୟ କାକୁଆଲ୍ଟି ରେ ଚିକିତ୍ସା ସମୟରେ ପୁଣି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଲାଗିଥିଲେ।ଘଟଣା ସ୍ଥଳରେ ଚିକିତ୍ସାଳୟ ଫାଣ୍ଡି ପୋଲିସ ଏବଂ ସିକ୍ୟୁରୁଟି ପହଞ୍ଚି ଘଟଣାକୁ ଆୟତ କରିଥିଲେ।ଗୁରୁତର ଦୁଇ ଭାଇ ହେଲେ ଟାଉନ ଥାନା ନିଳିଆବାଗ ଅଞ୍ଚଳର ଜାକବ ସିଂ,ସାମଲ ସିଂ।
Share
Read More News
T & C
Privacy Policy
Contact Us
Your browser does not support JavaScript!