This browser does not support the video element.
ଢେଙ୍କାନାଳ ସଦର: ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ସହରରେ ସାଇକେଲ ଶୋଭାଯାତ୍ରା
Dhenkanal Sadar, Dhenkanal | Aug 31, 2025
ଢ଼େଙ୍କାନାଳରେ ଜାତୀୟ କ୍ରୀଡ଼ା ଦିବସ ପାଳନ ହେଉଛି । ଏହି ଅବସରରେ ଆଜି ରବିବାର ସକାଳ ୮ଟା୩୦ଠାରୁ ସହରରେ ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବାଜି ଚୌକ ଛକ ଠାରୁ, ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲ, ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିନବ ସୋନକର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ, ବନଖଣ୍ଡ ଅଧିକାରୀ ଶ୍ରୀ ସୁମିତ କୁମାର କର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦିପ୍ତି ରଞ୍ଜନ ସେଠୀ, କ୍ରୀଡା ଅଧିକାରୀ ଶ୍ରୀ ପ୍ରଦିପ୍ତ କୁମାର ସାହୁ ପ୍ରମୂଖ ଛାତ୍ର ଛାତ୍ରୀମାନଙ୍କ ସହିତ ମହିଷା ପାଟ ସ୍ଥିତ ପଲ୍ଲିଶ୍ରୀ ମେଳା ପର୍ଯ୍ୟନ୍ତ ଶୋଭାଯାତ୍ର