Download Now Banner

This browser does not support the video element.

ବଲାଙ୍ଗୀର: ଘଣ୍ଟ ବାହାଲି ରୁ ଜୀବନ ମୃତ୍ୟୁ ର ସଂଘର୍ଷ ଖବର ଆସିଲା ସାମ୍ନା କୂ ଅଜଣା ସାପ କାମୁଡ଼ା ରେ ମହିଳା ଗୁରୁତର ମେଡ଼ିକାଲରେ ଭର୍ତ୍ତି

Balangir, Balangir | Aug 6, 2025
ଏହି ଚିତ୍ର ହେଉଛି ଜଣେ ମହିଳାଙ୍କ ଯନ୍ତ୍ରଣାର କଥା — ଘଣ୍ଟ ବାହାଲି ଗ୍ରାମରେ ଜରି ସହୁ ନାମକ ଏହି ମହିଳା, ଜମିରେ କାମ କରୁଥିବା ବେଳେ ଅଜଣା ବିଷାକ୍ତ ସାପ କାମୁଡ଼ାରେ ଗୁରୁତର ଅବସ୍ଥାରେ ଭୀମ ଭୋଇ ମେଡିକାଲରେ ଭର୍ତ୍ତି ହୋଇ ଥିବା ଆଜି ରତି ୯ଟା ସମୟରେ ଜଣା ପଡ଼ିଚି । ବର୍ଷା ଦିନ ଓ ଜଳା ଅଞ୍ଚଳରେ ସାପ, ବିଷାକ୍ତ ଯିବଙ୍କ ପ୍ରଧୁଭାବ ରହେ ତେଣୁ ଆମକୁ ସତର୍କ ରହିବା ଅତ୍ୟନ୍ତ ଜରୁରୀ ବୋଲି ପରିଲକ୍ଷିତ ହଉଚି
Read More News
T & CPrivacy PolicyContact Us