Download Now Banner

This browser does not support the video element.

ରେଢାଖୋଲ: ରେଢ଼ାଖୋଲ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ସୁସ୍ଥ ନାରୀ ଓ ଶସକ୍ତ ପରିବାର ଅଭିଯାନରେ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ

Rairakhol, Sambalpur | Sep 26, 2025
ସୁସ୍ଥ ନାରୀ ଓ ଶସକ୍ତ ପରିବାର ଅଭିଯାନ ଅବସରରେ ରେଢ଼ାଖୋଲ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଶୁକ୍ରବାର ସକାଳେ ମହିଳା ଓ ବାଳିକା ମାନଙ୍କ ପାଇଁ ଏକ ସ୍ବାସ୍ଥ୍ୟ ଶିବିର ର ଆୟୋଜନ କରାଯାଇଥିଲା । ଉକ୍ତ ଶିବିର ରେ ମେଡିସିନ ବିଶେଷଜ୍ଞ ଡାକ୍ତର ନରେନ୍ଦ୍ର ଦୋରା , ଡାକ୍ତର ସୁନୀତା ବ୍ରହ୍ମା , ହସ୍ପିଟାଲ ମ୍ୟାନେଜର ଅବିନାଶ ନନ୍ଦ , ଡ଼ା ରାମକୃଷ୍ଣ ପତି , ଡ଼ା ଦିକ୍ସା ନାଏକ , ଦନ୍ତରୋଗ ବିଶେଷଜ୍ଞ ଡାକ୍ତର ଏସ ସାଇନି ଉପସ୍ଥିତ ରହି ଅଞ୍ଚଳ ର 450 ରୁ ଉର୍ଦ୍ଧ୍ବ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ l
Read More News
T & CPrivacy PolicyContact Us