Download Now Banner

This browser does not support the video element.

ଜୟପୁର: ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ଜୟପୁର ଠାରେ ସ୍ବେଚ୍ଛାସେବୀ ଚୟନ ଶିବିର ଅନୁଷ୍ଠିତ

Jeypore, Koraput | Sep 10, 2025
ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ୨୦୨୬ ଜାନୁଆରୀ ୨୬ରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଭାଗନେବା ପାଇଁ ସ୍ବେଚ୍ଛାସେବୀ ଚୟନ ଶିବିର ଆଜି ଅପରାହ୍ନ 1 ଘଣ୍ଟା ସମୟରେ ଅନୁଷ୍ଠିତ । ଶିବିରରେ କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାର ୪୩ କଲେଜର ୫୩ଟି ଏନ୍ ଏସ୍ ଏସ୍ ୟୁନିଟରୁ ସ୍ବେଛାସେବୀମାନେ ଯୋଗ ଦେଇଥିଲେ । ବ୍ୟୁରୋ କାର୍ଯ୍ୟକ୍ରମ ସଂଯୋଜକ ଡ଼ ମନୋରଞ୍ଜନ ପ୍ରଧାନଙ୍କ ନେତୃତ୍ବରେ ଆୟୋଜିତ ଚୟନ ଶିବିରର ଉଦଘାଟନୀ ସତ୍ରରେ ବିଶ୍ବବିଦ୍ୟାଳୟର କୁଳସଚିବ ମହେଶ୍ୱର ନାୟକ ଅତିଥିଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ ।
Read More News
T & CPrivacy PolicyContact Us