This browser does not support the video element.
ଭଞ୍ଜନଗର: କେ ବ୍ରହ୍ମପୁର ଗାଁ ମଧ୍ୟରେ ଥିବା ମୋବାଇଲ ଟାୱାର ଆଣୁଛି ବିପଦ # jansamasya
Bhanjanagar, Ganjam | May 25, 2025
ଗଞ୍ଜାମ ବେଲଗୁଣ୍ଠା ବ୍ଲକ କେ ବ୍ରହ୍ମପୁର ଗ୍ରାମରେ ଦୁଇଟି ମୋବାଇଲ କଂପାନୀ ପକ୍ଷରୁ ଗାଁ ରେ ଦୁଇଟି ମୋବାଇଲ ଟାୱାର ନିର୍ମାଣ କରାଯାଇଛି । ଏହି ମୋବାଇଲ ଟାୱାର ପାଇଁ ଗାଁ ରେ ଖୁବ ଅଧିକ ବଜ୍ରାଘାତ ହେଉଥିବା ଗ୍ରାମବାସୀ ସନ୍ଦେହ କରିଛନ୍ତି । ଏହାଦ୍ୱାରା ଗାଁ ରେ ଅନେକଙ୍କୁ ହାର୍ଟ ରୋଗ ଆରମ୍ଭ ହୋଗଲାଣି ଅନେକଙ୍କୁ ବିଭିନ୍ନ ରୋଗ ଏହି ଟାୱାର ପାଇଁ ସୃଷ୍ଟି ହେଉଛି ଜୀବନ ମଧ୍ୟ ଯାଉଛି ଏଣୁ ତୁରନ୍ତ ଗାଁ ରୁ ମୋବାଇଲ ଟାୱାର ଉଠାଇ ଦୂରକୁ ସ୍ଥାନାନ୍ତର କରିବା ପାଇଁ ଆଜି ଦିନ 4ଟା ସମୟରେ ଦାବି କରିଛନ୍ତି ଗ୍ରାମବାସୀ ।