Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ଗଣେଶ ପୂଜା ଶାନ୍ତି ଶୃଙ୍ଖଳାର ସହ ପାଳନ ପାଇଁ ସହର ରେ ପୋଲିସ ର ଫ୍ଲାଗ ମାର୍ଚ୍ଚ

Baleshwar M, Balasore | Aug 25, 2025
ବାଲେଶ୍ଵର ସହରରେ ଆସନ୍ତା ୨୭ ତାରିଖ ଗଣେଶ ପୂଜା ଶାନ୍ତି ଶୃଙ୍ଖଳାର ସହ ପାଳନ ପାଇଁ ଆଜି ସନ୍ଧ୍ୟା ୬.୩୦ ମିନିଟ ସମୟରେ ସହର ରରେ ପୋଲିସ ଫ୍ଲାଗ ମାର୍ଚ୍ଚ କରିଛି।ଏହି ଫ୍ଲାଗ ମାର୍ଚ୍ଚ ଟାଉନ ଥାନା ରୁ ବାହାରି ସିନେମା ଛକ, କଚେରୀ ରୋଡ,ଫାଣ୍ଡି ଛକ,ଫକିରମୋହନ ଗୋଲେଇ ହୋଇ ଷ୍ଟେସନ ଛକ ଦେଇ ସହର ପରିକ୍ରମା କରିଥିଲା।ଏଥିରେ ଆଡିସିନାଲ ଏସପି,ଡିଏସପି,ଟାଉନ ଥାନା ଏବଂ ସହଦେବଖୁଣ୍ଟା ଥାନା ଅଧିକାରୀ ଙ୍କ ସମେତ ପୋଲିସ ଫର୍ସ ଫ୍ଲାଗ ମାର୍ଚ୍ଚ କରିଥିଲେ।
Read More News
T & CPrivacy PolicyContact Us