Download Now Banner

This browser does not support the video element.

ବଲାଙ୍ଗୀର: ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେHPCL ପ୍ରକଳ୍ପ ଜମି ଅଧିଗ୍ରହଣ ଉପରେ ସମୀକ୍ଷା ବୈଠକ

Balangir, Balangir | Aug 21, 2025
ଜିଲ୍ଲାରେ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ (HPCL) ଅଧୀନରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରସଙ୍ଗ ଉପରେ ଆଜି ଅପରାହ୍ନ ୧ଟା ସମୟରେ ଜିଲ୍ଲାପାଳ, ବଲାଙ୍ଗିରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିଲା । ଆଲୋଚନାରେ ପ୍ରଶାସନ ଦ୍ୱାରା ସମୟସୀମାରେ କାମ ସମାପନ ଓ ଲୋକମାନଙ୍କୁ ନ୍ୟାୟସଙ୍ଗତ ମୁଆଁଜା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଜାଇ ଥିଲା
Read More News
T & CPrivacy PolicyContact Us